Wednesday, November 30, 2016

Niyati and Krishna in Vizianagaram station

Sunday, November 27, 2016

Mrs. & T Bhubochandra Singh getting their son married

Photo credit Bhubon's Facebook page

Wednesday, November 16, 2016

Bibhuti's Odia poem. ହାଏ ହାଏ ହାଏ ଯଉବନ

ହାଏ ହାଏ ହାଏ ଯଉବନ
ହଜିଗଲା କି ଅମୁଲ୍ୟ ଧନ
 କାଳିକାର କଥା ଶୁଣ -
ଲଗାଇ ଦି ପାଟି ଦାନ୍ତ
ଧଳା ବାଳ କଲପିତ
ମନ ଭାରି ପୁଲକିତ କହିଲି " ଗୋ କାନ୍ତା ,
ଆଜି ତ ପୁନେଇ ରାତି
ଛାତରେ ବସିଲେ ଟିକେ
Lକେମିତି ହୁଅନ୍ତା ?
ପାଖକୁ ଆସିଲେ କାନ୍ତା ହୋଇ ହନ୍ତ ଦନ୍ତ
ଭାରି ସ୍ନେହରେ ରଖିଲେ କପାଳରେ ହାତ
"ନା8 ଜ୍ବର ନାହିଁ"
ହୋଇଲେ ଆଶ୍ବସ୍ତ l
 "ପୁଅ ଟିକେ ତୋ ବାପର
 ଦେଖିଲୁ ପ୍ରେସର -
 କଥା ବାର୍ତା ଠିକ ନାହିଁ ".
 ହାଏରେ ଈଶ୍ବର !
କା ଆଗେ କହିବି କଥା
ଆପଣା ତ ପର l
 ଖୋଲି ଦିଇ ପାଟି ଦାନ୍ତ -
 ରହିଲି ମଉନ
 ହାଏ ହାଏ ହାଏ ଯଉବନ