In the year 1970 some 100 of us went from differnt parts of Orissa and outside to study medicine in Maharaja Krushna Chandra Gajapati Medical College, Berhampur. In the course of time some changed course, some have gone to heavenly abode and some have achieved high laurels in the field of Medicine. This blog is about them, their family members and related events in picture.
Wednesday, November 30, 2016
Tuesday, November 29, 2016
Sunday, November 27, 2016
Wednesday, November 16, 2016
Bibhuti's Odia poem. ହାଏ ହାଏ ହାଏ ଯଉବନ
ହାଏ ହାଏ ହାଏ ଯଉବନ
ହଜିଗଲା କି ଅମୁଲ୍ୟ ଧନ
କାଳିକାର କଥା ଶୁଣ -
ଲଗାଇ ଦି ପାଟି ଦାନ୍ତ
ଧଳା ବାଳ କଲପିତ
ମନ ଭାରି ପୁଲକିତ କହିଲି " ଗୋ କାନ୍ତା ,
ଆଜି ତ ପୁନେଇ ରାତି
ଛାତରେ ବସିଲେ ଟିକେ
Lକେମିତି ହୁଅନ୍ତା ?
ପାଖକୁ ଆସିଲେ କାନ୍ତା ହୋଇ ହନ୍ତ ଦନ୍ତ
ଭାରି ସ୍ନେହରେ ରଖିଲେ କପାଳରେ ହାତ
"ନା8 ଜ୍ବର ନାହିଁ"
ହୋଇଲେ ଆଶ୍ବସ୍ତ l
"ପୁଅ ଟିକେ ତୋ ବାପର
ଦେଖିଲୁ ପ୍ରେସର -
କଥା ବାର୍ତା ଠିକ ନାହିଁ ".
ହାଏରେ ଈଶ୍ବର !
କା ଆଗେ କହିବି କଥା
ଆପଣା ତ ପର l
ଖୋଲି ଦିଇ ପାଟି ଦାନ୍ତ -
ରହିଲି ମଉନ
ହାଏ ହାଏ ହାଏ ଯଉବନ
ହଜିଗଲା କି ଅମୁଲ୍ୟ ଧନ
କାଳିକାର କଥା ଶୁଣ -
ଲଗାଇ ଦି ପାଟି ଦାନ୍ତ
ଧଳା ବାଳ କଲପିତ
ମନ ଭାରି ପୁଲକିତ କହିଲି " ଗୋ କାନ୍ତା ,
ଆଜି ତ ପୁନେଇ ରାତି
ଛାତରେ ବସିଲେ ଟିକେ
Lକେମିତି ହୁଅନ୍ତା ?
ପାଖକୁ ଆସିଲେ କାନ୍ତା ହୋଇ ହନ୍ତ ଦନ୍ତ
ଭାରି ସ୍ନେହରେ ରଖିଲେ କପାଳରେ ହାତ
"ନା8 ଜ୍ବର ନାହିଁ"
ହୋଇଲେ ଆଶ୍ବସ୍ତ l
"ପୁଅ ଟିକେ ତୋ ବାପର
ଦେଖିଲୁ ପ୍ରେସର -
କଥା ବାର୍ତା ଠିକ ନାହିଁ ".
ହାଏରେ ଈଶ୍ବର !
କା ଆଗେ କହିବି କଥା
ଆପଣା ତ ପର l
ଖୋଲି ଦିଇ ପାଟି ଦାନ୍ତ -
ରହିଲି ମଉନ
ହାଏ ହାଏ ହାଏ ଯଉବନ









